ସମର୍ପା Samarpā
- ଦେ. ବି (ନାମ) — ରାକ୍ଷସୀ ବିଶେଷ; ଅଶୋକ ବନରେ ରାବଣ କର୍ତ୍ତୃକ ନିଯୁକ୍ତା ସୀତାଙ୍କର ପ୍ରଧାନ ରକ୍ଷୟିତ୍ରୀ — The arch-demoness engaged by Rānbaṇa to keep guard over Sītā in the Asoka forest
- ଦେ. ବି (ନାମ) — [ଉ—ବେଭାରେ ସମର୍ପି ସମର୍ପାକୁ ସଖୀ ତ୍ରିଜଟା କରାଇ। ଭଞ୍ଜ, ବୈଦେହୀଶବିଳାସ।]