ସମର୍ଥନା Samarthanā

  • ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ+ଆ) — ସମର୍ଥନ (ଦେଖ) — Samar- thana (See)
  • ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ+ଆ) — ଅଶକ୍ୟ ବିଷୟରେ ଅଧ୍ୟବସାୟ (ଯଥା—ସମୁଦ୍ରକୁ ମୁଁ ଶୋଷଣ କରିବି, ଏବଂଭୂତ ଦୃଢ଼ ସଂକଳ୍ପ—ବିଶ୍ୱକୋଷ) — Perseverance in the accomplishment of an impossible thing