ସମର୍ଥତା Samarthitā

  • ସଂ. ବି (ସମର୍ଥ+ଭାବେ ତା; ତ୍ୱ) — ସାମର୍ଥ୍ୟ — Strength; ability; capability
  • ସଂ. ବି (ସମର୍ଥ+ଭାବେ ତା; ତ୍ୱ) — ବଳଶାଳିତା — Powerfulness
  • ସଂ. ବି (ସମର୍ଥ+ଭାବେ ତା; ତ୍ୱ) — ଯଥେଷ୍ଟତା — Adequancy
  • ସଂ. ବି (ସମର୍ଥ+ଭାବେ ତା; ତ୍ୱ) — ଯୋଗ୍ୟତା — Fitness