ସମର୍ଥନ କରିବା Samarthana karibā

  • ଦେ. କ୍ରି — ସଭା ସମିତି ପ୍ରଭୃତିରେ ପ୍ରସ୍ତାବକଙ୍କ ଦ୍ୱାରା ଉପସ୍ଥାପିତ ଓ ଅନୁମୋଦକଙ୍କ ଦ୍ୱାରା ଅନୁମୋଦିତ ପ୍ରସ୍ତାବର ଆନୁକୁଲ୍ୟରେ ମତ ଦେବା; ପୋଷକତା କରିବା — To support a proposal which has been duly proposed and seconded at a meeting
  • ଦେ. କ୍ରି — କୌଣସି କଥାର ଆନୁକୁଲ୍ୟରେ ମତ ଦେବା — To support any matter in question