ସମର୍ଥନ Samarthana
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ଯାଚଞ୍ଜା — Asking; begging
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ସ୍ଥିରୀ— କରଣ — Ascertainment
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ଦୃଢ଼ୀକରଣ — Corro boration; strengthing
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ବିବାଦମୀମାଂସା — Settlement or decision of a dispute or difference
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ବିବାଦଭଞ୍ଜନ — Reconciling a dispute or difference
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ବିବେଚନା; ଏହା ଉଚିତ; ଏହା ଅନୁଚିତ, ଏବଂଭୂତ ବିବେଚନା — Discrimination
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ଅଧ୍ୟବସାୟ — Perseverance
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ଉତ୍ସାହ — Extertion; encouragement
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — କୌଣସି ପ୍ରସ୍ତାବକୁ ଦୃଢ଼ ଭାବରେ ଅନୁମୋଦନ; ମତର ପୋଷକତା କରିବା — Supporting of a proposal
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ସମ୍ଭାବନା — Probability
- ସଂ. ବି (ସମ୍+ଅର୍ଥ ଧାତୁ+ଭାବ ଅନ) — ନିଷେଧ; ମନା (ବିଶ୍ୱକୋଷ) — Prohibition