ସଭା ବଡ଼ Sabhā baṟḍ̠a

  • ଦେ. ବିଣ (ସଂ. ସର୍ବ ଓ ବୃହତ୍) — ସମସ୍ତଙ୍କ ଅପେକ୍ଷା ବଡ଼ — Biggest; eldest; largest
  • ଦେ. ବିଣ (ସଂ. ସର୍ବ ଓ ବୃହତ୍) — (ଉ— ଦଶରଥଙ୍କର ତିନୋଟି ରାଣୀ, ସଭା ବଡ଼ କୌଶଲ୍ୟା। ନୀଶକଣ୍ଠ, ପିଲାଙ୍କ ରାମାୟଣ।)