ସଭା ବସେଇବା Sabhā baseibā
- ଦେ. କ୍ରି — କୌଣସି ବିଷୟର ଆଲୋଚନା କରାଯିବା ପାଇଁ ସଭା ଆହ୍ୱାନ କରି ସଭାର ଅଧିବେଶନ କରାଇବା — To convene and hold a meeting for the discussion of a particular matter
- ଦେ. କ୍ରି — କୌଣସି ବିଶିଷ୍ଟ ଉଦ୍ଦେଶ୍ୟ ସାଧନାର୍ଥ ସମାଜ ପ୍ରତିଷ୍ଠିତ କରିବା — To start a society or association for a particular aim