ସଭା ବାସନ୍ଦ Sabhā bāsanda

  • ଦେ. ବି — କୌଣସି ସଭାରେ ଉପସ୍ଥିତ ହେବା କିମ୍ବା ସଭାରେ ଯୋଗ ଦେବା ପାଇଁ କୌଣସି ଅପରାଧୀ ବା ସଭାଦ୍ୱାରା ଦଣ୍ଡିତ ବ୍ଯକ୍ତିକୁ ସଭାପକ୍ଷରୁ କରାଯିବା ନିଷେଧ — Exclusion of a person from a meeting; excommunication of an offending member from a meeting