ସଭସ୍ମ Sabhasma

  • ସଂ. ବିଣ (ସହାର୍ଥ ବହୁବୀହି; ସ+ଭସ୍ମନ୍; 1 ମା. 1 ବ) — ଭସ୍ମ ସହିତ ବର୍ତ୍ତମାନ — Having ashes
  • ସଂ. ବିଣ (ସହାର୍ଥ ବହୁବୀହି; ସ+ଭସ୍ମନ୍; 1 ମା. 1 ବ) — ଭସ୍ମ ଲିପ୍ତାଙ୍ଗ (ବିଶ୍ୱକୋଷ, ବୃହତ୍ ସଂହିତା) ଯାହାଙ୍କ ଦେହରେ ପାଉଁଶ ବୋଳା ହୋଇଅଛି — Having one's body besmeared with ashes