ସଭୟ Sabhaya

  • ସଂ. ବିଣ (ସହାର୍ଥ ବହୁବ୍ରୀହି, ସ+ଭୟ) — ଭୟବିଶିଷ୍ଟ; ଭୟଯୁକ୍ତ — Attended with fear
  • ସଂ. ବିଣ (ସହାର୍ଥ ବହୁବ୍ରୀହି, ସ+ଭୟ) — ଭୀତ — Fearful; apprehensive