ସଭଳିତ Sabhaḻita

  • ଦେ. ବିଣ (ସଂ. ସ୍ଖଳିତ) — ସ୍ଖଳିତ — Slipped; displaced
  • ଦେ. ବିଣ (ସଂ. ସ୍ଖଳିତ) — [ଉ—ସଭଳିତ ଚରଣ ହେଲା ସର୍ବାଙ୍ଗେ ପୁଲକ ସ୍ଫୁରିଲା। ଭଞ୍ଜ, ସୁଭନ୍ଦ୍ରା ପରିଣୟ]