ସବଳ Sabaḻa

  • ସଂ. ବିଣ. ପୁଂ=(ସହାର୍ଥ ବହୁବ୍ରୀହି; ସ=ସହିତ+ବଳ) — ବଳବାନ୍; ସାମର୍ଥ୍ୟଯୁକ୍ତ — Powerful
  • ସଂ. ବିଣ. ପୁଂ=(ସହାର୍ଥ ବହୁବ୍ରୀହି; ସ=ସହିତ+ବଳ) — ସୈନ୍ୟଯୁକ୍ତ — Attended with an army or force
  • ସଂ. ବିଣ. ପୁଂ=(ସହାର୍ଥ ବହୁବ୍ରୀହି; ସ=ସହିତ+ବଳ) — ଦଳବଳର ସହିତ — Attended with one's party or retinue
  • ସଂ. ବିଣ. ପୁଂ=(ସହାର୍ଥ ବହୁବ୍ରୀହି; ସ=ସହିତ+ବଳ) — ବଳ ପ୍ରୟୋଗଯୁକ୍ତ — Forceful; forcible
  • ଗ୍ରା. ବିଣ—(ସଂ. ଶବଳ) — ନାନାବିଧ ବର୍ଣ୍ଣ ବିଶିଷ୍ଟ — Variegated
  • ଗ୍ରା. ବିଣ—(ସଂ. ଶବଳ) — [ଉ—ମଦନ ମଦ ବରଧନ—କର। ସବଳ ଫରଳ ତରଳ ହାର।—ଭଞ୍ଜ, ପ୍ରେମସୁଧାନିଧି।]