ସବର୍ଣ୍ଣା Sabarṇṇā
- ସଂ.ବିଣ. ସ୍ତ୍ରୀ—(ସବର୍ଣ୍ଣ+ଆ ସ୍ତ୍ରୀ) — ସବର୍ଣ୍ଣର ସ୍ତ୍ରୀଲିଙ୍ଗ — Feminine form of Sabarṇṇa
- ବି. ସ୍ତ୍ରୀ — ସୂର୍ଯ୍ୟଙ୍କ ପତ୍ନୀ, ଛାୟାଦେବୀ — One of the two wives of the Sun-god. (shade personified)
- ବି. ସ୍ତ୍ରୀ — ସମାନଜାତୀୟା ସ୍ତ୍ରୀ — A woman of the same caste