ସବର୍ଣ୍ଣିକରଣୀ Sabarṇṇikaraṇī

  • ଦେ. ବି. — ଅବ୍ୟର୍ଥ ମହୌଷଧ ବିଶେଷ — A kind of never-failing medicine
  • ଦେ. ବି. — [ଉ—ଏକେ ଔଷଧ ମୃତ୍ୟୁ ସଂଜୀବନୀ। ବିଶଲ୍ୟକରଣୀକି ଘେନି। ସନ୍ଧାନକରଣୀ ଔଷଧି ତିନି। ଚତୁର୍ଥେ ସବର୍ଣ୍ଣିକରଣୀ ଘେନି। ବିଶ୍ୱନାଥ—ବିଚିତ୍ର ରାମାୟଣ।]