ସବର୍ଣ୍ଣ Sabarṇṇa

  • ସଂ. ବିଣ. (ସ=ସମାନ ଅଟେ ବର୍ଣ୍ଣ ଯାହାର; ବହୁବ୍ରୀହି) — ସମବର୍ଣ୍ଣ; ଏକ ରଙ୍ଗ ବିଶିଷ୍ଟ — Of the same caste or colour
  • ସଂ. ବିଣ. (ସ=ସମାନ ଅଟେ ବର୍ଣ୍ଣ ଯାହାର; ବହୁବ୍ରୀହି) — ସଦୃଶ — Similar
  • ସଂ. ବିଣ. (ସ=ସମାନ ଅଟେ ବର୍ଣ୍ଣ ଯାହାର; ବହୁବ୍ରୀହି) — (ବ୍ୟାକରଣ) ଏକ ସ୍ଥାନରୁ ଉଚ୍ଚାରିତ (ବର୍ଣ୍ଣ ବା ଅକ୍ଷରମାନ) — (letters) Uttered from the same place
  • ବି — ସମାନ ଜାତି — Same caste or tribe
  • ବି — ସଦୃଶ ରଙ୍ଗ — Same colour
  • ବି — (ବ୍ୟାକରଣ) ଏକ ସ୍ଥାନ (ଯଥା—କଣ୍ଠ, ତାଳୁ, ଜିହା ମୂଳ, ମୂର୍ଦ୍ଧା ଇତ୍ୟାଦି) ରୁ ଉଚ୍ଚାରିତ ବର୍ଣ୍ଣ—(ଯଥା କଣ୍ଠ୍ୟକର୍ଣ୍ଣ, ତାଲବ୍ୟ ବର୍ଣ୍ଣ) — (grammar) Letters uttered from the same place