ସପ୍ତକୀ Saptakī

  • ସଂ. ବି (ସପ୍ତକ=ସପ୍ତ ସଂଖ୍ୟକ+ଈ; ଯାହାର 7 ଗୋଟି ସରି ଥାଏ; କିମ୍ବା ସପ୍ ଧାତୁ=ଏକତ୍ର ହେବା+ କର୍ତ୍ତୃ ତକ+ଈ; ଯାହା କଟିରେ ଏକତ୍ର ହୁଏ) କାଞ୍ଚୀ; ଅଣ୍ଟାସୂତା; ମେଖଳା; (ଅମର) — Waist-chain; girdle
  • ସଂ. ବି (ସପ୍ତକ=ସପ୍ତ ସଂଖ୍ୟକ+ଈ; ଯାହାର 7 ଗୋଟି ସରି ଥାଏ; କିମ୍ବା ସପ୍ ଧାତୁ=ଏକତ୍ର ହେବା+ କର୍ତ୍ତୃ ତକ+ଈ; ଯାହା କଟିରେ ଏକତ୍ର ହୁଏ) ସାତ ସରିଆ ଗୋଠ — A seven-stringed waist-chain
  • ଦେ. ବି. — ବୀଣା — Harp
  • ଦେ. ବି. — [ଉ—ସପ୍ତକୀ ନିନାଦ, ଶୁଣି ମୁଁ ଆନନ୍ଦ, ରସସାଗରେ ଭାସିବି।—ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି]