ସପ୍ତଚ୍ଛଦ Saptachchadda
- ସଂ. ବି (ବହୁବ୍ରୀହି; ସପ୍ତନ୍+ଛଦ=ପତ୍ର ଯାହାର; ସନ୍ଧି ଯୋଗେ 'ଛ'ର ଦ୍ୱିତ୍ୱ; ଏହାର ପ୍ରତି ଗଣ୍ଠିରେ 7 ଟି ଲେଖାଏଁ ପତ୍ର ଡାଳକୁ ବେଢ଼ିଥାଏ) — ସପ୍ତପର୍ଣ୍ଣ; ଛତିଆନା (ଗଛ) — Alstonia Scholaris tree
- ସଂ. ବି (ବହୁବ୍ରୀହି; ସପ୍ତନ୍+ଛଦ=ପତ୍ର ଯାହାର; ସନ୍ଧି ଯୋଗେ 'ଛ'ର ଦ୍ୱିତ୍ୱ; ଏହାର ପ୍ରତି ଗଣ୍ଠିରେ 7 ଟି ଲେଖାଏଁ ପତ୍ର ଡାଳକୁ ବେଢ଼ିଥାଏ) — ଛଚିନା 1 (ଦେଖ) ଅନ୍ଯ ସଂ ନାମ—ଗୁଚ୍ଛପୁଷ୍ପ, ଯୁଗମପର୍ଣ୍ଣ, ମଣିଛଦ, ବୃହତ୍ତ୍ୱକ୍, ବହୁପର୍ଣ୍ଣ, ଶାଳୁଳିପତ୍ରକ, ମଦାନ୍ଧ, ଗନ୍ଧିପର୍ଣ୍ଣ) — ଛଚିନା1(ଦେଖ) ଅନ୍ଯ ସଂ ନାମ—ଗୁଚ୍ଛପୁଷ୍ପ, ଯୁଗମପର୍ଣ୍ଣ, ମଣିଛଦ, ବୃହତ୍ତ୍ୱକ୍, ବହୁପର୍ଣ୍ଣ, ଶାଳୁଳିପତ୍ରକ, ମଦାନ୍ଧ, ଗନ୍ଧିପର୍ଣ୍ଣ)