ସପ୍ତକ Saptaka
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — ସପ୍ତ ସଂଖ୍ୟା — The number seven
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — ସାତ ଗୋଟି ବସ୍ତୁର ଏକତ୍ର ମିଳନ — The aggregate of seven things; a group of Seven things
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — (ସଂଗୀତ) ସାତ ଗୋଟି ସ୍ୱରର ଏକତ୍ର, ମିଳନ — The combination of the seven musical tunes
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — [ଦ୍ର—ସଂଗୀତର 3 ଟି ଗ୍ରାମ (ଯଥା—ଉଦାରା, ମୁଦାରା ଓ ତାରା)ରେ ଗୋଟିଏ ଲେଖାଏଁ ସପ୍ତକ ଅଛି। ଷଡ଼ଜ୍ (ସା), ରିଷଭ (ରି), ଗାନ୍ଧାର (ଗା), ମଧ୍ୟମ (ମା), ପଞ୍ଚମ (ପା), ଧୈବତ (ଧା), ନିଷାଦ (ନି), ଏହି 7 ଟି ସ୍ୱରରେ ଗୋଟିଏ ସପ୍ତକ ହୁଏ। ଇଂରାଜିରେ ସ୍ୱରଗ୍ରାମକୁ — [ଦ୍ର—ସଂଗୀତର3ଟି ଗ୍ରାମ (ଯଥା—ଉଦାରା, ମୁଦାରା ଓ ତାରା)ରେ ଗୋଟିଏ ଲେଖାଏଁ ସପ୍ତକ ଅଛି ଷଡ଼ଜ୍ (ସା), ରିଷଭ (ରି), ଗାନ୍ଧାର (ଗା), ମଧ୍ୟମ (ମା), ପଞ୍ଚମ (ପା), ଧୈବତ (ଧା), ନିଷାଦ (ନି), ଏହି7ଟି ସ୍ୱରରେ ଗୋଟିଏ ସପ୍ତକ ହୁଏ ଇଂରାଜିରେ ସ୍ୱରଗ୍ରାମକୁOctave(ଅଷ୍ଟକ) ବୋଲାଯାଏ କାରଣ ମୁଦାରର 'ସା' ଉଦାରାର ସାତସ୍ୱର ସଙ୍ଗେ ଓ ତାରାର 'ସା' ଉଦାରାର7ସ୍ୱର ସଙ୍ଗେ ଗଣାଯାଇ8ବିବେଚିତ ହୁଏ
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — ହିନ୍ଦୁ ସଂଗୀତର 7 ଗୋଟି ମୌଳିକ ଧ୍ୱନି ଅଛି; ଯଥା, 'ସା, ରି, ଗା, ମା, ପା, ଧା; ନି'। ଏହି ସପ୍ତକ ପୁଣି ଗ୍ରାମ ଭେଦରେ ଉଚ୍ଚ, ମଧ୍ୟ, ନିମ୍ନ ଏହିପରି ତିନି ଭାଗରେ ବିଭକ୍ତ। ( 1 ) ମୁଦାରା, ( 2 ) ଉଦାରା ବା ମନ୍ଦ୍ର, ( 3 ) ତାରା। — ହିନ୍ଦୁ ସଂଗୀତର7ଗୋଟି ମୌଳିକ ଧ୍ୱନି ଅଛି; ଯଥା, 'ସା, ରି, ଗା, ମା, ପା, ଧା; ନି' ଏହି ସପ୍ତକ ପୁଣି ଗ୍ରାମ ଭେଦରେ ଉଚ୍ଚ, ମଧ୍ୟ, ନିମ୍ନ ଏହିପରି ତିନି ଭାଗରେ ବିଭକ୍ତ (1) ମୁଦାରା, (2) ଉଦାରା ବା ମନ୍ଦ୍ର, (3) ତାରା
- ସଂ. ବି. (ସପ୍ତନ୍+ସ୍ୱାର୍ଥେ କ) — ଏହି ସପ୍ତକ ମଧ୍ୟରେ 5 ଗୋଟି ବିକୃତ ସ୍ୱର ଅଛି ଯଥା, 2 ଓ 3 ମଧ୍ୟରେ କୋମଳ ରେଖା ବ୍(ରି), 3 ଓ 4 ମଧ୍ୟରେ କୋମଳ ଗାନ୍ଧାର (ଗା), 4 ଓ 5 ମଧ୍ୟରେ କଡ଼ି ମଧ୍ୟମ (ମା), 6 ଓ 7 ମଧ୍ୟରେ କୋମଳ ଦୈବତ୍ (ଧା), 7 ପରେ କୋମଳ ନିଷାଦ (ନି)। 'ରାଗ' ତଳେ ନୋଟ ଦେଖ।] — ଏହି ସପ୍ତକ ମଧ୍ୟରେ5ଗୋଟି ବିକୃତ ସ୍ୱର ଅଛି ଯଥା,2ଓ3ମଧ୍ୟରେ କୋମଳ ରେଖା ବ୍(ରି),3ଓ4ମଧ୍ୟରେ କୋମଳ ଗାନ୍ଧାର (ଗା),4ଓ5ମଧ୍ୟରେ କଡ଼ି ମଧ୍ୟମ (ମା),6ଓ7ମଧ୍ୟରେ କୋମଳ ଦୈବତ୍ (ଧା),7ପରେ କୋମଳ ନିଷାଦ (ନି) 'ରାଗ' ତଳେ ନୋଟ ଦେଖ]
- ସଂ. ବିଣ — ସପ୍ତ ସଂଖ୍ୟକ — 1. Numbering seven; consisting of seven
- ସଂ. ବିଣ — ସପ୍ତମ; ସାତର ପୂରଣ; ସପ୍ତ ସ୍ଥାନୀୟ — Seventh