ସପନ କଥା Sapana kathā
- ଗ୍ରା. ବି — ସ୍ୱପ୍ନରେ ଦେଖାଯିବା ବିଷୟ; ସ୍ୱପ୍ନଦୃଷ୍ଟ ବିଷୟ — A thing seen in dream
- ଗ୍ରା. ବି — [ଉ—ସପନ କଥା କି ସତ, ମଣିବାର ଉଚିତ— ସଙ୍ଗୀତ।]
- ଗ୍ରା. ବି — କାଳ୍ପନିକ ବା ଅବାସ୍ତବ ବିଷୟ — Imaginary thing
- ଗ୍ରା. ବି — ଆଶ୍ଚର୍ଯ୍ୟଜନକ ବିଷୟ — Wonderful matter
- ଗ୍ରା. ବି — ଯେଉଁ କଥାର ସତ୍ତା ନାହିଁ — Non-existent thing