ସପନା Sapanā

  • ଦେ. ବି — ସ୍ୱପ୍ନେଶ୍ୱର ନାମକ ବ୍ଯକ୍ତିର ଅନାଦରାର୍ଥକ ଡାକ ନାମ — A name for calling Swapneṡwara in contempt
  • ଦେ. ବି — ସପନାଇବା; ସ୍ୱପ୍ନରେ ଦେଖା ଦେବା — Appearing in dream