ସପତ୍ରକୃତ Sapatrakṛuta

  • ସଂ. ବିଣ (ସ=ସହିତ+ପତ୍ର=ବାଣର ପକ୍ଷ+କୃ ଧାତୁ+କର୍ମ. ତ; ପକ୍ଷେ ଆ ଆଗମ) — ବାଣବିଦ୍ଧ; ଶରବିଦ୍ଧ (ମୃଗାଦି) — (animal) Piered with arrow or dart
  • ସଂ. ବିଣ (ସ=ସହିତ+ପତ୍ର=ବାଣର ପକ୍ଷ+କୃ ଧାତୁ+କର୍ମ. ତ; ପକ୍ଷେ ଆ ଆଗମ) — ଅତିଶୟ ଉତ୍ପୀଡ଼ିତ — Much oppressed; tortured; troubled; tormented