ସପତ୍ରାକରଣ Sapatrākaraṇa

  • ସଂ. ବି (ସ+ପତ୍ର=ବାଣର ପକ୍ଷ+କୃ ଧାତୁ+ଭାବ ଅନ) — ବାଣ ବା ଶର ଦ୍ୱାରା ବେଧନ — Piercing with an arrow
  • ସଂ. ବି (ସ+ପତ୍ର=ବାଣର ପକ୍ଷ+କୃ ଧାତୁ+ଭାବ ଅନ) — ଅତିଶୟ ପୀଡ଼ନ; ଉତ୍ପୀଡ଼ନ — Oppression; torturing; harassing; tormenting