ସନ୍ତାର Santāra

  • ସଂ. ବି — (ସମ୍+ତୃ ଧାତୁ+ଭାବ ଅ) ସନ୍ତରଣ — Swimming
  • ସଂ. ବି — (ସମ+ତୃ ଧାତୁ ଣିଚ୍) +ଭାବ ଆ) ନଦୀଆଦିକୁ ପାର କରାଇବା — Ferrying across