ସନ୍ତାପୀ Santāpī
- ସଂ. ବିଣ. ପୁଂ— 1 । (ସନ୍ତାପ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — ସନ୍ତାପଯୁକ୍ତ — Grieving; afflicted
- ସଂ. ବିଣ. ପୁଂ— 1 । (ସନ୍ତାପ+ଅଛି ଅର୍ଥରେ ଇନ୍; 1 ମା. 1 ବ.) — (ସମ+ତପ ଧାତୁ ଣିଚ୍+କର୍ତ୍ତୃ ଇନ୍; 1 ମା. 1 ବ)—ଯେ ଅନ୍ୟକୁ ସନ୍ତାପିତ କରେ — (ସମ+ତପ ଧାତୁ ଣିଚ୍+କର୍ତ୍ତୃ ଇନ୍;1ମା.1ବ)—ଯେ ଅନ୍ୟକୁ ସନ୍ତାପିତ କରେ— Afflicting