ସନ୍ତାପନ Santāpana

  • ସଂ. ବି (ସମ୍+ତପ୍ ଧାତୁ ଣିଜନ୍ତ=ତାପି ଧାତୁ+ଭାବ ଅନ) — ସନ୍ତାପ ଦାନ; କ୍ଳେଶ ଦେବା — Afficting; giving pain
  • ସଂ. ବି (ସମ୍+ତପ୍ ଧାତୁ ଣିଜନ୍ତ=ତାପି ଧାତୁ+ଭାବ ଅନ) — ବସ୍ତୁକୁ ଉତ୍ତାପ ଦେବା — Transmitting heat to a a body
  • ସଂ. ବି (ସମ୍+ତପ୍ ଧାତୁ ଣିଜନ୍ତ=ତାପି ଧାତୁ+ଭାବ ଅନ) — (+କର୍ତ୍ତୃ. ଅନ) କାମଦେବଙ୍କର ପଞ୍ଚଶର ମଧ୍ୟରୁ ଏକତମ (ଯାହା ଅଚରିତାର୍ଥ ପ୍ରେମିକର ମନରେ ସନ୍ତାପ ଜନ୍ମାଏ) — Name of one of the five arrows of Cupid (which is said to inflict pain on a disappointed lover)
  • ସଂ. ବିଣ. ପୁଂ (କର୍ତ୍ତୃ) — ସନ୍ତାପଜନକ, ଦୁଃଖ— ଜନକ — Producing grief; afflicting
  • ସଂ. ବିଣ. ପୁଂ (କର୍ତ୍ତୃ) — ଯାହା ଉତ୍ତପ୍ତ କରେ — Heating