ସନ୍ତତେ Santate

  • ଦେ. କ୍ରି. ବିଣ (ସଂ. ସନ୍ତତ) — ସର୍ବଦା; ସବୁବେଳେ — Always; everyday
  • ଦେ. କ୍ରି. ବିଣ (ସଂ. ସନ୍ତତ) — (ଉ—ଯେଣୁ କରି ମୀନ— କେତନ କମଳା କୋମଳ କର—କମଳରେ କରନ୍ତି ସନ୍ତତେ ଯତନ। ଦୀନକୃଷ୍ଣ, ଜଗମୋହନ।)