ସନ୍ତପନ୍ଥ Santapantha

  • ଗ୍ରା. ବିଣ (ସଂ. ସନ୍ତପ୍ତ) — ସନ୍ତପ୍ତ (ଦେଖ) — 1. Santapta. (See)
  • ଗ୍ରା. ବିଣ (ସଂ. ସନ୍ତପ୍ତ) — କ୍ଳୀଷ୍ଟ; ଦୁଃଖିତ — Afficted; sorry
  • ଗ୍ରା. ବିଣ (ସଂ. ସନ୍ତପ୍ତ) — (ଉ— କୁଟୁମ୍ବୀ ଜନ ମନ ପରାଏ ଦିବସ ହୁଏ ସନ୍ତପନ୍ତ। ଦୀନକୃଷ୍ଣ, ଜଗମୋହନ।)
  • ଗ୍ରା. ବିଣ (ସଂ. ସନ୍ତପ୍ତ) — ବ୍ୟତି— ବ୍ୟସ୍ତ — Very much troubled; pestered; harassed
  • ଗ୍ରା. ବିଣ (ସଂ. ସନ୍ତପ୍ତ) — (ଉ—ପରକୁ କେବେ ନ କରିବ ସନ୍ତସନ୍ତ। କୃଷ୍ଣସିଂହ, ମହାଭାରତ, ଆଦି।)