ସନ୍ତପତି Santapati

  • ଗ୍ରା. ବି (ସଂ. ସନ୍ତାପ, ସନ୍ତପ୍ତି) — ସନ୍ତାନ; କ୍ଳେଶ; ଦୁଃଖ) — Grief; sorrow; affliction
  • ଗ୍ରା. ବି (ସଂ. ସନ୍ତାପ, ସନ୍ତପ୍ତି) — (ଉ—ପୂର୍ବକାଳେ ଶୈବ୍ୟ ନାମରେ ନୃପତି, ପାଇଥିଲେ, ପୁତ୍ରଶୋକରେ ସନ୍ତପତି। କୃଷ୍ଣସିଂହ, ମହାଭାରତ, ଆଦି।)
  • ଗ୍ରା. ବି (ସଂ. ସନ୍ତାପ, ସନ୍ତପ୍ତି) — ପରଦ୍ୱାରା ଉତ୍ପୀଡ଼ନ — Harassment oppression