ସନ୍ତତ ଜ୍ୱର Santata jwara

  • ସଂ. ବି — ସତତ ଜ୍ୱର; ଏକପ୍ରକାର ଭୟଙ୍କର ଜ୍ୱର; ବିଷମଜ୍ୱର; ବିଶେଷ — A kind of remittent fever; a kind of typhoid fever
  • ସଂ. ବି — [ଦ୍ର—ଏହି ଜ୍ୱର ଏକାଦିକ୍ରମେ 7 ଦିନ, 10 ଦିନ, 12 ଦିନ, 21 ଦିନ, ଏକମାସ, ଦୁଇ ମାସ ପର୍ଯ୍ୟନ୍ତ ନିୟତ ଶରୀରରେ ରହେ।] — [ଦ୍ର—ଏହି ଜ୍ୱର ଏକାଦିକ୍ରମେ7ଦିନ,10ଦିନ,12ଦିନ,21ଦିନ, ଏକମାସ, ଦୁଇ ମାସ ପର୍ଯ୍ୟନ୍ତ ନିୟତ ଶରୀରରେ ରହେ]