ସଦାତନ Sadātana

  • ସଂ. ବିଣ. ପୁଂ (ସଦା+ଘଟିବା ବା ହେବା ଅର୍ଥରେ ତନ) — ଚିରସ୍ଥାୟୀ; ନିତ୍ୟ; ସନାତନ — Permanent; perpetual eternal
  • ସଂ. ବିଣ. ପୁଂ (ସଦା+ଘଟିବା ବା ହେବା ଅର୍ଥରେ ତନ) — ଅବି— ଶ୍ରାନ୍ତ — Continual; incessant
  • ସଂ. ବି — ବିଷ୍ଣୁଙ୍କର ଏକ ନାମ — An epithet of Bishṇu