ସଦାନନ୍ଦ Sadānanda

  • ସଂ. ବିଣ. ପୁଂ (ସଦା=ସର୍ବଦା+ଆନନ୍ଦ ଯାହାର; ବହୁବ୍ରୀହି) — ନିତ୍ୟ ହର୍ଷଯୁକ୍ତ — Always merry; perpetually joyful
  • ସଂ. ବି — ବିଷ୍ଣୁ — Lord Bishṇu
  • ସଂ. ବି — ଶିବ; ମହାଦେବ — Lord Ṡiba
  • ସଂ. ବି — ବ୍ରହ୍ମ; ପରମାତ୍ମା — The Divine Soul pervading the Universe
  • ଦେ. ବି. ପୁଂ — ଲୋକଙ୍କ ନାମ — A name of males