ସଦାଚାରୀ Sadāchārī

  • ସଂ. ବିଣ. ପୁଂ (ସଦାଚାର+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଯେ ସଦାଚାର ବା ସାଧୁ ଆଚରଣ କରେ — Practising or following a virtuous course of action