ସଦାଚାର ଭ୍ରଷ୍ଟ Sadāchāra bhrashṭa

  • ସଂ. ବିଣ. ପୁଂ ( 5 ମୀ ତତ୍) — ସଦାଚାରରୁ ସ୍ଖଳିତ; ଯେଉଁ ବ୍ଯକ୍ତି ସଦାଚାରଣ ତ୍ୟାଗ କରିଅଛି — One who has deviated from virtuous line of conduct