ସଞ୍ଚଳନ San̄chaḻana

  • ସଂ. ବି—(ସମ୍+ଚଳ୍ ଧାତୁ+ଭାବ ଅନ) — କମ୍ପନ — Trembling; shaking; quivering
  • ସଂ. ବି—(ସମ୍+ଚଳ୍ ଧାତୁ+ଭାବ ଅନ) — ଦୋଳନ — Oscillation
  • ସଂ. ବି—(ସମ୍+ଚଳ୍ ଧାତୁ+ଭାବ ଅନ) — ପ୍ରଚଳନ — Currency; prevalence
  • ସଂ. ବି—(ସମ୍+ଚଳ୍ ଧାତୁ+ଭାବ ଅନ) — ଗତି କରିବା; ଚଳିବା — Moving; motion
  • ସଂ. ବି—(ସମ୍+ଚଳ୍ ଧାତୁ+ଭାବ ଅନ) — [ଦ୍ର—ସଞ୍ଚଳନ=ନିଜେ ଚଳିବା; ସଞ୍ଚାଳନ=ଅନ୍ୟଦ୍ୱାରା ଜନିତ ଗତି।]