ସଞ୍ଚରେଇବା San̄chareibā
- ଦେ. କ୍ରି(ସଂ. ସମ୍+ଚର୍ ଧାତୁ) — ସଞ୍ଚରିବା କ୍ରିୟାର ଣିଜନ୍ତ ରୂପ — Causative form of San̄charibā
- ଦେ. କ୍ରି(ସଂ. ସମ୍+ଚର୍ ଧାତୁ) — ଚାଳିତ କରିବା — To cause to move
- ଦେ. କ୍ରି(ସଂ. ସମ୍+ଚର୍ ଧାତୁ) — [ଉ—ତୁମ୍ଭେ ଯେ ଆକାଶରେ ସଞ୍ଚରାଅ ଘନ। —କୃଷ୍ଣସିଂହ, ମହାଭାରତ, ଆଦି।]