ସଞ୍ଚରାଇବା San̄charāibā

  • ଦେ. କ୍ରି (ସଂ. ସମ୍+ଚର୍ ଧାତୁ) — ସଞ୍ଚରିବା କ୍ରିୟାର ଣିଜନ୍ତ ରୂପ — Causative form of San̄ charibā
  • ଦେ. କ୍ରି (ସଂ. ସମ୍+ଚର୍ ଧାତୁ) — ଚାଳିତ କରିବା — To cause to move
  • ଦେ. କ୍ରି (ସଂ. ସମ୍+ଚର୍ ଧାତୁ) — [ଉ—ତୁମ୍ଭେ ଯେ ଆକାଶରେ ସଞ୍ଚରାଅ ଘନ। —କୃଷ୍ଣସିଂହ, ମହାଭାରତ, ଆଦି।]