ସଙ୍ଗିତ Saṅgita

  • ଦେ. ବି. ପୁଂ (ସଂ. ସଙ୍ଗ) — ସହଚରୀ; ଏକ ସଙ୍ଗରେ ବିଚରଣକାରୀ — Travelling or moving together
  • ଦେ. ବି. ପୁଂ (ସଂ. ସଙ୍ଗ) — (ଉ—ଅସଙ୍ଗରେ ସଙ୍ଗୀତ(ତା), ଅସଙ୍ଗରେ ସଙ୍ଗକଲେ କାଠଘଣ୍ଟ ଲମ୍ବିତ(ତା)— ଢଗ।)