ସଙ୍ଗିନୀ Saṅginī

  • ସଂ. ବି. ସ୍ତ୍ରୀ (ସଙ୍ଗିନ୍+ସ୍ତ୍ରୀ. ଈ) — ସଙ୍ଗୀର ସ୍ତ୍ରୀଲିଙ୍ଗ — Feminine of 'Saṅgī'
  • ସଂ. ବି. ସ୍ତ୍ରୀ (ସଙ୍ଗିନ୍+ସ୍ତ୍ରୀ. ଈ) — (ଉ—ନୁହଇ କେବଳ ମୁହିଁ ସମ୍ପଦ—ସଙ୍ଗିନୀ ପାଣ୍ଡବର। ରାଧାନାଥ, ମହାଯାତ୍ରା।)
  • ସଂ. ବି. ସ୍ତ୍ରୀ (ସଙ୍ଗିନ୍+ସ୍ତ୍ରୀ. ଈ) — ବୟସ୍ୟା; ସଜନୀ — A female companion
  • ସଂ. ବି. ସ୍ତ୍ରୀ (ସଙ୍ଗିନ୍+ସ୍ତ୍ରୀ. ଈ) — (ଉ—କି ନାଦରେ ପ୍ରାଣସଙ୍ଗିନୀ। ଶୁଭୁଛି ନିକୁଞ୍ଜବନେ। ସଙ୍ଗୀତ।)