ସଙ୍ଗିନି Saṅgini
- ବୈଦେ. ବି (ଫା. ସଙ୍ଗୀନ୍) — ବନ୍ଧୁକର ଅଗରେ ନଳିର ପାର୍ଶରେ ଗୁଞ୍ଜା ହୋଇଥିବା ମୁନିଆଁ ବର୍ଛାପରି ଅସ୍ତ୍ର (ଏଥିରେ ଭୁସାଯାଏ); ବନ୍ଧୁକ ସଂଲଗ୍ନ ଛୋରା — Bayonent
- ବୈଦେ. ବି (ଫା. ସଙ୍ଗୀନ୍) — (ଉ—ବାତ୍ସଲ୍ୟେ ନ ବାନ୍ଧି ପ୍ରଜାଙ୍କର ଚିତ୍ତ, ବିଦେଶି ସଙ୍ଗିନେ କଲା ତାଙ୍କୁ ଭୀତ— ରାଧାନାଥ, ଦରବାର।)
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — ଗୁରୁତର — Serious
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — (ଉ—ସଙ୍ଗିନ୍ ମକଦ୍ଦମା।)
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — ଖୁବ୍ ଭାରୀ — Heavy; weighty
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — (ଉ—ସଙ୍ଗୀନ ବୋଝ।)
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — ଅତି କଠୋର — Very hard
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — (ଉ—ସଙ୍ଗିନ୍ ସଜା।)
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — କଷ୍ଟ ସାଧ୍ୟ — Difficult
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — (ଉ—ସଙ୍ଗିନ୍ କାମ।)
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — ଦାୟିତ୍ୱପୂର୍ଣ୍ଣ — Full of responsibility
- ବୈଦେ. ବିଣ (ଫା. ସଙ୍ଗୀନ୍= ପଥରରେ ତିଆରି, ତେଣୁ ଦୃଢ଼) — (ଉ—ସଙ୍ଗିନ୍ ଚାକିରୀ।)