ସଙ୍ଗାତୁଣୀ Saṅgātuṇī

  • ଦେ. ବି. ସ୍ତ୍ରୀ — ସଙ୍ଗାତଙ୍କ ସ୍ତ୍ରୀ — The wife of one's god-friend
  • ଦେ. ବି. ସ୍ତ୍ରୀ — [ଦ୍ର—ସ୍ତ୍ରୀ ସଙ୍ଗାତଙ୍କ ସ୍ୱାମୀଙ୍କୁ ମଧ୍ୟ 'ସଙ୍ଗାତ' ବୋଲାଯାଏ।]
  • ଦେ. ବି. ସ୍ତ୍ରୀ — ପ୍ରେୟସୀ — A beloved lady