ସଗର୍ଭ Sagarbha
- ସଂ. ବିଣ. ପୁଂ (ବହୁବ୍ରୀହି, ସ=ସହିତ+ଗର୍ଭ=ଉଦର) ଅଭ୍ୟନ୍ତରିତ ସୂକ୍ଷ୍ମପତ୍ରାଦି ଯୁକ୍ତ (କୁଶ ଦୂର୍ବାଦି) — (a blade of Kusa grass) Enclosing a small leaf within it
- ସଂ. ବିଣ. ପୁଂ (ବହୁବ୍ରୀହି, ସ=ସହିତ+ଗର୍ଭ=ଉଦର) ଗର୍ଭଯୁକ୍ତ; ଉଦରଯୁକ୍ତ — Having a garbha i.e. belly; bellied; having an uterus
- ସଂ. ବି. ପୁଂ (ବହୁବ୍ରୀହି, ସ=ସମାନ+ଗର୍ଭ=ମାତୃଗର୍ଭ, ଯେ ଏକ ମାତୃଗର୍ଭରୁ ଜାତ) — ଭାଇ; ସହୋଦର — One's full brother; uterine brother