ସଗର୍ବେ Sagarbe

  • ଦେ. କ୍ରି. ବିଣ (ସଂ. ସଗର୍ବ) — ଗର୍ବ ସହକାରେ; ଗର୍ବିତଭାବରେ — Proudly; arrogant ly; with arrogance
  • ଦେ. କ୍ରି. ବିଣ (ସଂ. ସଗର୍ବ) — [ଯଥା—ମୁଁ ସଗର୍ବରେ କହିପାରେ ଯେ, ମୋ ସାଆନ୍ତ ନିଷ୍କଳଙ୍କ ଚନ୍ଦ୍ର ଅଟନ୍ତି।)