ସଗନ୍ଧ Sagandha
- ସଂ. ବିଣ. (ବହୁବ୍ରୀହି; ସ=ସହିତ+ଗନ୍ଧ) — ଗନ୍ଧଯୁକ୍ତ; ସୁବାସିତ — Scented; smelling; perfumed; fragrant
- ସଂ. ବିଣ. (ବହୁବ୍ରୀହି; ସ=ସହିତ+ଗନ୍ଧ) — ଗର୍ବଯୁକ୍ତ — Proud; arrogant
- ସଂ. ବିଣ. (ବହୁବ୍ରୀହି; ସ=ସହିତ+ଗନ୍ଧ) — ଏକ ବଂଶଜାତ — Born of the same family; kindred
- ଦେ. ବି — ଜ୍ଞାତି; କୁଟୁମ୍ବ — Kinsman; kin