ସକାଶରୁ Sakāṡaru

  • ଦେ. ଅ. (ସଂ. ସକାଶାତ) — ଯୋଗୁଁ; ହେତୁରୁ — Owing to; on account of; for
  • ଦେ. ଅ. (ସଂ. ସକାଶାତ) — (ଉ—ତୁମ୍ଭ ସକାଶରୁ ବ୍ରାହ୍ମଣେ ପବିତ୍ର—କୃଷ୍ଣସିଂହ, ମହାଭାରତ, ବନ।)