ସକାଶେ Sakāṡe

  • ଦେ. ଅ (ବିଭକ୍ତିସୂଚକ) — ଯୋଗୁଁ; ହେତୁ — Owing to; by reason of
  • ଦେ. ଅ (ବିଭକ୍ତିସୂଚକ) — [ଉ—ମାଳିନୀ ନଦୀଙ୍କର ସକାଶୁଁ ସେ ଆଶ୍ରମ ହୋଇଣ ଅଛି ଅତି ମନୋହର ଧାମ—କୃଷ୍ଣ— ସିଂହ, ମହାଭାରତ, ବନ।]
  • ଦେ. ଅ (ବିଭକ୍ତିସୂଚକ) — କାରଣରୁ — Due to; resulting from
  • ଦେ. ଅ (ବିଭକ୍ତିସୂଚକ) — [ଯଥା—ଗୃହସ୍ଥର ଅସାବଧାନତା ସକାଶୁ ଘରେ ନିଆଁ ଲାଗିଗଲା।]
  • ଦେ. ଅ (ବିଭକ୍ତିସୂଚକ) — ଯୋଗେ; ପାଇଁ; ନିମିତ୍ତ; ନିମନ୍ତେ — For
  • ଦେ. ଅ (ବିଭକ୍ତିସୂଚକ) — (ଉ—ଏହି ସକାଶରୁ ଯେ ନ ଦିଶିଲା କିଛି—କୃଷ୍ଣସିଂହ, ମହାଭାରତ, ଆଦି।)
  • ଦେ. ଅ (ବିଭକ୍ତିସୂଚକ) — ଉଦ୍ଦେଶ୍ୟରେ — With the object of
  • ଦେ. ଅ (ବିଭକ୍ତିସୂଚକ) — (ଉ—ସେ କି ସକାଶୁଁ ଏଠାକୁ ଆସିଛି।)
  • ଦେ. ଅ (ବିଭକ୍ତିସୂଚକ) — ଅଭିପ୍ରାୟରେ — With the intention of
  • ଦେ. ଅ (ବିଭକ୍ତିସୂଚକ) — (ଯଥା—ତୁମ୍ଭଙ୍କୁ ସାହାଯ୍ୟ କରିବା ସକାଶେ ମୁଁ ଏ ପାଞ୍ଚ ଟଙ୍କା ରଖିଅଛି।)
  • ଦେ. ଅ (ବିଭକ୍ତିସୂଚକ) — ନିକଟରୁ — Form