ସକାଶାତ୍ Sakaṡāt

  • ସଂ. ଅ — (ଅମୁକର) ନିକଟରୁ — From; from the presence of (Apte)
  • ସଂ. ଅ — [ଯଥା—ତାଙ୍କ ସକାଶାତ୍ ମୁଁ ଏ ସମ୍ବାଦ ପ୍ରାପ୍ତ ହେଲି।]
  • ସଂ. ଅ — ନିକଟରେ — Near (Apte)
  • ଦେ. ଅ — ସକାଶୁ (ଦେଖ) — Sakāṡu (See)