ସକୁକ୍ଷି Sakukshi

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି; ସ=ସମାନ ଅଟେ କୁକ୍ଷି= ମାତୃଗର୍ଭ ଯାହାଙ୍କର) — ଏକମାତାଙ୍କ ଗର୍ଭରୁ ଉତ୍ପନ୍ନ (ଭାଇ ଓ ଭଉଣୀ) — Uterine; born of the same mother (Apte)