ସକର୍ମକ Sakarmaka

  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+କର୍ମ+କ) — କର୍ମ ସମନ୍ୱିତ; କର୍ମଯୁକ୍ତ — Having work; engaged
  • ସଂ. ବିଣ. ପୁଂ (ସହାର୍ଥ ବହୁବ୍ରୀହି; ସ+କର୍ମ+କ) — (ବ୍ୟାକରଣ) ଯେଉଁ କ୍ରିୟାର କର୍ମ ଥାଏ — (grammar) Having an object; governing an object; transitive (verb)