ସକଣ୍ଟକ Sakaṇṭaka
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ=ସହ, ସହିତ+କଣ୍ଟକ) — କଣ୍ଟାଳିଆ; କଣ୍ଟକଯୁକ୍ତ — Thorny; prickly
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ=ସହ, ସହିତ+କଣ୍ଟକ) — (ଲକ୍ଷଣାର୍ଥ) ବାଧାଯୁକ୍ତ — (figurative) Set with obstacles
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ=ସହ, ସହିତ+କଣ୍ଟକ) — (ଲକ୍ଷଣାର୍ଥ) ଶତ୍ରୁ ବେଷ୍ଟିତ — (figurative) Infested or surrounded by enemies
- ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ=ସହ, ସହିତ+କଣ୍ଟକ) — [ଉ—ସକଣ୍ଟକ ରାଜ୍ୟ ଭୋଗ।]
- ସଂ. ବି—(ବୈଦ୍ଯକ) — କ୍ଷୁଦ୍ର କଣ୍ଟକବତ୍ ଅଂଶ ବିଶିଷ୍ଟ ଜଳୀୟ ଶାକ ବିଶେଷ; ଶୈବାଳ — Valisneria of several species; Conferia; moss
- ସଂ. ବି—(ବୈଦ୍ଯକ) — କରଞ୍ଜ ବିଶେଷ; ପୂତି କରଞ୍ଜ; ବରିପୋଲ — A species of throny Karan̄ja tree; Cæsalpinia Bonducella
- ସଂ. ବି—(ବୈଦ୍ଯକ) — କଣ୍ଟା କରଞ୍ଜ; କରନ୍ଦା କୋଳି; କରମର୍ଦ୍ଦକ — A thorny plant; Carissa Carandas