ସକରୁଣ ସ୍ୱର Sakaruṇa swara

  • ସଂ. ବି — କାରୁଣ୍ୟ ବ୍ୟଞ୍ଜକ ସ୍ୱର; ଯେଉଁ ସ୍ୱରକୁ ଶୁଣିବା ବ୍ଯକ୍ତିଙ୍କ ମନରେ କରୁଣା ଜନ୍ମେ — Pitiful voice